କେତେ ପରିବାର ଛାରଖାର କଲା ସ୍ମରଣେ ଜାଗ୍ରତ ଶଙ୍କା । ହୃଦୟେ ରହିବ ଆଜୀବନ ଏହି କରୋନାର ବିଭୀଷିକା ॥ କେତେ ପରିବାର ଛାରଖାର କଲା ସ୍ମରଣେ ଜାଗ୍ରତ ଶଙ୍କା । ହୃଦୟେ ରହିବ ଆଜୀବନ ଏହି କରୋନ...