ପାର୍ଥନା ନାରୀ ପରିପୂର୍ଣ୍ଣ ଆରାଧିକା ରାଧା ମୁଁ ଗୋ ତୁମେ ପ୍ରସାଦିତ | ଆହେ କୃଷ୍ନ ବିମୋହନ ଧରାବତରିତ || -୧୭- ତୁମେ ମୋ ଉପାସ୍ୟ ଦେବ ପରିଚାର୍ଯ୍ୟ ମୋର କଳ୍ପେ କଳ୍ପେ କରୁଥିବି ତୁମ ଅଭିସାର || -୧୯-

Oriya କୃଷ୍ନ Poems