ସଜାଡି ସାରିକି ଅଡୁଆ କେଶକୁ ବାହୁପରେ ଦେଲି ଛନ୍ଦି ପ୍ରେମ ନାଗଫାଶେ ବାନ୍ଧି ନେଲା ସିଏ କପାଳୁ ଝରିଲା ବିନ୍ଦି ସଜାଡି ସାରିକି ଅଡୁଆ କେଶକୁ ବାହୁପରେ ଦେଲି ଛନ୍ଦି ପ୍ରେମ ନାଗଫାଶେ ବାନ୍ଧି ନେଲା ସିଏ ...
ଏକାଳେ ଭାଙ୍ଗିଲା ସୁନେଲି ସପନ ସରିଗଲା ପ୍ରିୟାପ୍ରୀତି ସପନର ଦୃଶ୍ୟେ ପ୍ରିୟା ମିଳନଟା ହୃଦେ ଭରିଦେଲା ତାତି ଏକାଳେ ଭାଙ୍ଗିଲା ସୁନେଲି ସପନ ସରିଗଲା ପ୍ରିୟାପ୍ରୀତି ସପନର ଦୃଶ୍ୟେ ପ୍ରିୟା ମିଳନଟା ...