ଇଛାମୟ ତୁମେ ହରି ଇଛାକଲେ ଅବତରି ଇଛାମୟ ତୁମେ ହରି ଇଛାକଲେ ଅବତରି
ଇଚ୍ଛା ରେ ତୁମର ଭାସଇ ପଥର ପଙ୍ଗୁ ଲଙ୍ଘିଯାଏ ଗିରି ତୁମ ଇଚ୍ଛା ବିନା ପତ୍ର ବି ହଲେନା ଆହେ ଇଚ୍ଛାମୟ ହ... ଇଚ୍ଛା ରେ ତୁମର ଭାସଇ ପଥର ପଙ୍ଗୁ ଲଙ୍ଘିଯାଏ ଗିରି ତୁମ ଇଚ୍ଛା ବିନା ପତ୍ର ବି ହଲେନା...