STORYMIRROR

ରହିବ ମୋ ଜୀବନେ ତୁମେ ଅଛ ବୋଲି ଜଗତ ଗୋସାଇଁ ପ୍ରଭୁ ଜନମି ଅଛ ଯେ ଦିନେ ମୃତ୍ୟୁ ହେବ ଏକ ଦିନ ତା ପାଇଁ କି ମନରେ ଏତେ ଭାବନା କି ଜାଣିବା । ଯାହା ଆଣିଛି ଛାଡି ଯିବ ତୁମେ ଏଇ ଭବେ। କିଛି ନେବ ନାହିଁ ତୁମେ ଦୁନିଆରେ ଦୁଇ ରଙ୍ଗେ।

Oriya ଅଛ Poems