Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SWASTI SWAGAT

Others

3  

SWASTI SWAGAT

Others

ତୁ ମୋ ଅଭୁଲା ସ୍ମୃତି

ତୁ ମୋ ଅଭୁଲା ସ୍ମୃତି

1 min
149


ମୋ ପାଦରେ କଣ୍ଟା ଫୁଟୁ ତୋ ପାଦରେ ଫୁଲ

    ଭୂଲିଯିବା ପାଇଁ ତତେ ପାଇନି ମୁଁ ଭଲ


ଭଲ ପାଇବାରେ କେବେ କରିନି ମୁଁ ଉଣା

    ପ୍ରେମ ମୋର ହେଲା କାଇଁ ଆଜି ବାଟବଣା


ଅଭୁଲା ସ୍ମୃତିଟେ ହୋଇ ରହିବୁ ମୋ ମନେ

    ଭଲ ପାଇଥିଲି ତତେ ଭାବିବୁ ତୁ ଦିନେ



Rate this content
Log in