STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

ତୁ-୧

ତୁ-୧

1 min
350

ହାରିଛି ଜୀବନେ ଯେତେ

ସବୁ ମୁଁ ପାଶୋରି ଦେଲି,

ତୋ ଠାରୁ ହାରିବା ଖୁସି

ଆଜି ବି ପାରିନି ଭୁଲି।

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍