Nilamani Barik
Others
ତୋ ହସର ସୁଅରେ କି ଜୁଆର ଆସେ
ଦିନ ଥାଉ ଥାଉ ରାତି ଚାଲି ଆସେ।
ତୁ ଇସାରାରେ ମୋତେ ଏମିତି ଡାକୁ
ଭାବନାରେ ମୁଁ ତୋ ପାଖେ ଆସେ ।
ତୋ ହସର ସୁଅରେ ...