STORYMIRROR

Sanjukta Pattnaik

Others

3  

Sanjukta Pattnaik

Others

ଥାଉ ବରାଭୟ

ଥାଉ ବରାଭୟ

1 min
320




ଜାଳୁଛି ଜାଗର ହେ ଭୋଳା ଶଙ୍କର

ଆହେ ଯୋଗେଶ୍ବର ହେ ସତ୍ୟସୁନ୍ଦର


ମୁଦ୍ରିତ ନୟନ ହେଉ ଉନ୍ମୋଚନ

ଆହେ ତ୍ରୀଲୋଚନ ଭସ୍ମ ପ୍ରଲେପନ


ଆଶୀଷ ଦିଅହେ ପ୍ରଭୁ ନୀଳାମ୍ବର

ଧରା ଧାମ ହେଉ ସଦା ଶ୍ରୀସୁନ୍ଦର


ହେ ଶିବଶଙ୍କର ହେ ଡମ୍ବରୁଧର

ବିଶ୍ବବାସୀ ଙ୍କର ସୁକଲ୍ୟାଣ କର


ସଦା ପୂଜୁ ଥିବି ତୁମରି ପୟର

ଜପେ ତପେ ଅବା କୋପେ ଦିଅ ବର


ଭବନ୍ତୁ ସୁଖିନୋଃ ଆଉ ନିରାମୟ

ସର୍ବଦା ତୁମରି ଥାଉ ବରାଉୟ ।


ଶ୍ରୀମତୀ ସଂଯୁକ୍ତା ପଟ୍ଟନାୟକ,

ବୌଦ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍