Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Pattnaik

Others

2  

Sanjukta Pattnaik

Others

ଭୁଲି ହୁଏନା

ଭୁଲି ହୁଏନା

1 min
412


କାହିଁକି ଭାଗିଂଲ ଛଳନାର ବାଲିଘର,

ତୋଳିଥିଲ କ'ଣ ଭାଗିଂବା ପାଇଁ ?

ସେ ଉପହାର ଥିଲା ପ୍ରୀତିର,

ସଂପୂଣ୍ନ ଏକାକୀ ମୋର,

ମନେ ପଡୁଥିଲା ବାରମ୍ବାର,

ସମସ୍ତେ ଜାଣନ୍ତି ଆଉ ମୁଁ ବି ଜାଣିଗଲି।

ଯେ ଭୁଲିବାକୁ ହୁଏ ଦିନେ

ଭଲ ପାଉଥିଲେ ବୋଲି।

ଆଜି ନ ହେଲେ କାଲି

କିନ୍ତୁ ଦୁଃଖ ଏତିକି ଯେ

ଭୁଲି ହୁଏନା ବୋଲି ।



Rate this content
Log in