STORYMIRROR

DOLESWAR MEHER

Others

3  

DOLESWAR MEHER

Others

ସଂସାର

ସଂସାର

1 min
385

ଢଳ ଢଳ ଆଖିରୁ ଟୋପାଏ ଲୁହ

ପଡେ ଯେବେ ଏ ହାତରେ

ପାଇଥିବା ଶରୀରରୁ

ଲାଗେ ଯେମିତି

ବୁନ୍ଦା ବୁନ୍ଦା ରକତ ଝରି ପଡ଼େ ll


ପ୍ରେମର ପଣତକାନିରେ

ଆମେ ଟିକିଟିକି ସନ୍ତାନ

ତା'କୋଳରେ ରହିଲେ ନିତି

ଅତିବାହିତ ହେବ ସବୁଦିନ ll


ବାଟରେ ଯେତେ କଣ୍ଟା ଆସୁ

ସମ୍ମୁଖ ହେବା ମିଶି

ଏକତାର ବଳ ଏତ

କେହି ପାରିବେନି ଭାଙ୍ଗି ll


ସ୍ନେହ ପ୍ରେମର ବନ୍ଧନେ 

ସଭିଙ୍କୁ କରିବା ନିଜର

କଠୋର ତପ ବଳେ

ଗଢିବା ସୁନାର ସଂସାର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from DOLESWAR MEHER

ସଂସାର

ସଂସାର

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ