Nilakshi Panda
Others
ଯେବେ ହୁଏ ନାଲି
ଦୂର ନୀଳ ଆକାଶ
ସଞ୍ଜ ବଧୂ ମୋ ମନ ଅଗଣାରେ
ସଞ୍ଜ ଦୀପ ଜାଳେ।
ପୁଣି ଫେରିିିଯାଏ,
ତାର ଖିଆଲି ଅଝଟ ଭଙ୍ଗାରେ
ପାଉଁଜ ର ତାଳେ ତାଳେ .....
ମୁଁ ଏକା ଏକା ସ୍ମୁତି ର ପୃଷ୍ଠା ଲେଉଟାଏ
ଜୀବନ
ସନ୍ଧ୍ୟା