STORYMIRROR

Nilakshi Panda

Others

1  

Nilakshi Panda

Others

ସନ୍ଧ୍ୟା

ସନ୍ଧ୍ୟା

1 min
49

ଯେବେ ହୁଏ ନାଲି

ଦୂର ନୀଳ ଆକାଶ

ସଞ୍ଜ ବଧୂ ମୋ ମନ ଅଗଣାରେ

ସଞ୍ଜ ଦୀପ ଜାଳେ।

ପୁଣି ଫେରିିିଯାଏ ,

ତାର ଖିଆଲି ଅଝଟ ଭଙ୍ଗା ରେ

ପାଉଁଜି ର ତାଳେ ତାଳେ....

ମୁଁ ଏକା ଏକା ସ୍ମୁତି ର ପୃୃଷ୍ଠା ଲେଉଟାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Nilakshi Panda