STORYMIRROR

Bimal Behera

Others

3  

Bimal Behera

Others

ସନ୍ଧ୍ୟା ଅବକାଶେ

ସନ୍ଧ୍ୟା ଅବକାଶେ

1 min
131

ଦିନ ଓ ରାତିର ମଝି ପାଚେରୀ

ହେଉଛି ସଂଧ୍ୟା

ସାରା ଇଲାକାର ପାଣିଚିଆ ଅନ୍ଧାର

ଗୋଡ ଟେକି ଅପେକ୍ଷା କରିଥିଲା

ଗାଢ ଅନ୍ଧାରକୁ, ଗୋ ଧୂଳିକୁ, କୃଷକର ନାନାବାୟା ଗୀତକୁ

ଦୀପ ଆଳତୀକୁ ଓ ଗଞ୍ଜେଇର ଧୂଆଁକୁ ।



Rate this content
Log in