STORYMIRROR

ତିତିଲି ମହାନ୍ତି

Others

2  

ତିତିଲି ମହାନ୍ତି

Others

ସ୍ନାନ ବେଦୀରେ ଜଗନ୍ନାଥ

ସ୍ନାନ ବେଦୀରେ ଜଗନ୍ନାଥ

1 min
122

ନ ପାଇ କାଳିଆ ତୋର ଦରଶନ

ଝୁରି ଝୁରି ହେଉଥିଲି ମୁଁ ଅନ୍ଧ ।


କରିତୋ ଦର୍ଶନ ସ୍ନାନ ମଣ୍ଡପରେ

କ୍ରୁତ କ୍ରୁତ ହେଲା ସତେ ମୋ ହୃଦ ।


ତୁଳସୀ ଚନ୍ଦନ ମହ ମହ ବାସେ

ଦୂରଦର୍ଶନେ ଦେଖିଲେ ତୋତେ ।


କି କିମିଆ ଜାଣୁ ତୁହିରେ କାଳିଆ

ତୋପରି ଦିଅଁ ନାହିଁ ଜଗତେ ।



Rate this content
Log in