ତିତିଲି ମହାନ୍ତି
Others
ନ ପାଇ କାଳିଆ ତୋର ଦରଶନ
ଝୁରି ଝୁରି ହୋଇଥିଲି ମୁଁ ଅନ୍ଧ ।
କରିତୋ ଦର୍ଶନ ସ୍ନାନ ମଣ୍ଡପରେ
କ୍ରୁତ କ୍ରୁତ ହେଲା ସତେ ମୋ ହୃଦ ।
କି କିମିଆ ଜାଣୁ ତୁହିରେ କାଳିଆ
ତୋ ପରି ଦିଅଁ ନାହିଁ ଜଗତେ ।
ସ୍ନାନ ବେଦୀରେ ...