STORYMIRROR

PANKAJINI NAYAK

Others

3  

PANKAJINI NAYAK

Others

ସ୍ମୃତିର ସୁରଭି

ସ୍ମୃତିର ସୁରଭି

1 min
135



ତୁମେ ଅଛ ସାଥି

ମନ ମନ୍ଦିରରେ

ସାଇତା ସ୍ମୃତିର ସୁରଭି କୋଳେ

ଯେଉଁ ଆଡ଼େ ଦେଖେ

ସେଠି ବିରାଜିତ

ହୃଦୟ ଛାଇର ପରଦା ତଳେ ।


ଯେଉଁ ଦିନ ସାଥି ତୁମକୁ ନ ପାଏ 

ମନ ଅଗଣାର ଗାଳିଚା ପରେ

ହସ କାନ୍ଦ ଅବା ଜୀବନ ମରଣ

ଏଠାକାର ହୁଏ ମୋ ଜୀବନରେ ।




Rate this content
Log in