STORYMIRROR

Dr. Pujarani Ghose

Others

2  

Dr. Pujarani Ghose

Others

ଶୁଭ ବରଷ

ଶୁଭ ବରଷ

1 min
144

ଅଧରୁ ଝରୁ ତୃପ୍ତିର ପୀୟୂଷ ପ୍ରେମ,

ହସ୍ତପଦ୍ମରୁ ଝରୁ ଶୁଭାଷିସ ଦାନ ।


ଦୁର୍ଗମ ପଥ ହେଉ ସୁଗମ ଚଳନ କ୍ଷମ,

ପାପ ମିଥ୍ୟା ଅନ୍ୟାୟରେ ଲାଗୁ ବିରାମ ।


ବଦଳିଛି ଆଜି ବର୍ଷ ମାସ ଦିନ ଋତୁ ପକ୍ଷ,

ପ୍ରଭୁଠାରେ କରେ ମିନତୀ ବିପଦୁ ସଭିଙ୍କୁ ରକ୍ଷ ।


Rate this content
Log in