STORYMIRROR

Mohan Kalo

Others

4  

Mohan Kalo

Others

ଶିଶୁଟିଏ ମୁଁ

ଶିଶୁଟିଏ ମୁଁ

1 min
366

ଶିଶୁଟିଏ ମୁଁ

ଭଲ ଲାଗେ ମାର ଆଦର ।

ଶିଶୁଟିଏ ମୁଁ

ଭଲ ଲାଗେ ମାଟିର ଖେଳ ।

ଶିଶୁଟିଏ ମୁଁ

ଭଲ ଲାଗେ ଅଜାର ଗପ ।

ଶିଶୁଟିଏ ମୁଁ

ଭଲ ଲାଗେ ଆକାଶର ଜହ୍ନମାମୁଁ ।

ଶିଶୁଟିଏ ମୁଁ

ଭଲ ଲାଗେ ପଞ୍ଜୁରୀର ଶାରୀ ।

ଶିଶୁଟିଏ ମୁଁ

ଭଲ ଲାଗେ ଆଇର ଗୀତ ।


Rate this content
Log in