Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mohan Kalo

Others

3  

Mohan Kalo

Others

ଆମେ ମାନବ

ଆମେ ମାନବ

1 min
6.5K


ଦୁନିଆର ଶ୍ରେଷ୍ଠ ଜୀବ ଭାବେ

ଇଶ୍ଵର ଗଢିଛି ଆମକୁ ମାନବ ରୂପେ ।

ଏଠି କିଏ ଧନୀ ଅବା ହୋଇ ଗରିବ

ଶ୍ରେଷ୍ଠ ଜୀବ ଅଟୁ ଆମେ ମାନବ ।

ଇଶ୍ବରଙ୍କ କଥାକୁ କଥା ଦେଇ

ଗରିବ ସେବା କରିବା ଏକାଠି ହୋଇ ।

ଗରିବ ସେବା ଅଟଇ ମାଧବ ସେବା

ଏ କାମକୁ କେବେ ହେଲା ନ କରିବା ।

ସବୁ ମାନବ ଅଟୁ ଗୋଟେ ପରିବାର

କରିବା ଆମେ ସମସ୍ତଙ୍କ ଉପକାର।

ଧନୀ ଦରିଦ୍ର ଭାବ ନ ରଖି ମନରେ

ସଭିଙ୍କୁ ରଖିବା ଆମରି ହୃଦୟରେ ।



Rate this content
Log in