Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AMIT RANA

Others

2  

AMIT RANA

Others

ସେ କାଉମାନେ

ସେ କାଉମାନେ

1 min
143


ଅତୀତର କଥା କହୁଥିବା ଲୋକମାନଙ୍କୁ ଦେଖିଲେ

ବେଳେବେଳେ ଖୁବ୍ ହସ ଲାଗେ

କେତେ ଅମାୟିକ ସ୍ବଭାବ ବା ତାଙ୍କର

କେତେ ଆଶା ସେମାନଙ୍କ ଆଖିରେ ।


ବଦଳିବ ମାନସିକତା ବୋଲି ସେମାନେ

ଜଳିବାକୁ ଆତୁର ବହ୍ନି ଶିଖାରେ

ହେଲେ ସେମାନେ କଣ ଜାଣିଛନ୍ତି

ପୁରୁଣା ଗାଁ ସଂସ୍କୃତି ଓ ପରମ୍ପରା

ହଜିଯାଇଥିବା ଗାଈଆଳ ପିଲାର ସେଇ ସୁନ୍ଦରୀ ଗାଈ ପରି

କଂସେଇ ଠାରେ ବିକି ଦେଇଥିବା ସେ

ରୋଗିଣା ବଳଦ ପରି

ଯିଏ କେବେ ଫେରେନି ।


Rate this content
Log in