STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

ସେ-୨

ସେ-୨

1 min
97

ବାରମ୍ବାର ଫେରି ଚାହେଁ

କାଳେ ସିଏ ଆସୁ ଥିବ ବୋଲି,

ସିଏ କିନ୍ତୁ ଆସେ ନାହିଁ

ଭ୍ରମରେ ମୋ ରାସ୍ତା ଯାଏ ସରି।

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍