Sangita Mahapatra
Others
ସ୍ୱପ୍ନ ଆଖି ର ଦୁଇ ଧାଡ଼ି ଗପଟିଏ
ଖୋଲା ଆକାଶ ରେ ଉଡୁଥିବା ଚଢ଼େଇ ଟିଏ
ଦୁଇ ଓଠରେ ସାମାନ୍ୟ ହସଟିଏ
ସତ ନୁହେଁ କିନ୍ତୁ ମନର ଖୁସି ଟିଏ
ସ୍ୱପ୍ନ