STORYMIRROR

Sujata Gupta

Others

3  

Sujata Gupta

Others

ରଙ୍ଗତୁଳୀ

ରଙ୍ଗତୁଳୀ

1 min
931


ଜୀବନର ପ୍ରଥମ ଛବି ଆଙ୍କି ଥିଲି

କେତେ କେତେ ରଙ୍ଗ ନେଇ

ଛୋଟ ବଡ ତୂଳୀରେ,

ଜୀବନର ଶେଷ ଛବି

କିପରି ଆଙ୍କିବି

ସତରେ ନା ସ୍ୱପ୍ନ ରେ,

ଶେଷ ସନ୍ଧ୍ୟା ମୋର

କେମିତି ରହିବ ହସୁଥିବି

ନା ଧୋଇ ଯିବ ଆଖିର ଲୁହରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍