ବର୍ଷା କହେ
ବର୍ଷା କହେ
1 min
169
ବର୍ଷା କହେ
ମୁଁ ଘନେଇ ଆଣିଛି
ସେଇ ମେଘାନ୍ତ ସଂଧ୍ୟାକୁ
ଅବିଶ୍ରାନ୍ତର ବର୍ଷାର ଧାରାକୁ
ପୁଣି ଆଣିଛି
ସବୁଜ କ୍ଷେତ ଭରା ବସୁନ୍ଧରା ।
