STORYMIRROR

Ashalata Pandav

Others

1  

Ashalata Pandav

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
2.7K


ପ୍ରତୀକ୍ଷାର ଅନ୍ତରାଳେ

କେତେ କେତେ ହୁଏ ଯେ ପରୀକ୍ଷା

ହିସାବ ବା କିଏ ସେ ରଖିଛି ,,,

ହୃଦୟଟା ବୁକୁ ଚିରି କାନ୍ଦେ କେତେ ଘନଘଟା

ଜୀବନରେ କେବେ ଖେଳେ ପୁନେଇଁର ଜହ୍ନ

ହିସାବ ବା କିଏ ସେ ଖୋଜିଛି,,,,,

ଆଶାଲତା ପାଣ୍ଡବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍