STORYMIRROR

Ashalata Pandav

Others

1  

Ashalata Pandav

Others

ବନ୍ଦନା

ବନ୍ଦନା

1 min
2.6K


ବନ୍ଦନା ତମ ଅଭିଳାଷ ମୋର

ପୂଜା ତମ ଅଟେ ଇଷ୍ପିତ....

ପଦ ଧୂଳି ଦିଅ ପ୍ରିୟତମ ମତେ

କୃପା ବାରି କର ସଞ୍ଚିତ...

 

ଆଶା ପାଣ୍ଡବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍