STORYMIRROR

Alok Prasad

Others

2  

Alok Prasad

Others

ପୃଥିବୀ

ପୃଥିବୀ

1 min
3.0K

ପୃଥିବୀକୁ ଆମେ ଧରଣୀ ଧରିତ୍ରୀ ଓ ମା ମମତାର ସମ୍ମାନ ଦେଇଥାଉ

ମା କୋଳରେ ଆମେ ଯେମିତି, ଖେଳିକୁଦି ନାନା ମଜା କରିଥାଉ ।

କେବେ ଆମେ ସେଇ ପୃଥିବୀ ମାତାକୁ

ନିଜ ମନ ହୃଦୟରୁ ସମ୍ମାନ ଦେଇଚେ ନା ଦେବାକୁ ଚେଷ୍ଟିତ ଥାଉ ।

ବରଂ ସେଇ ସାନ୍ତ ସରଳ ପୃଥିବୀ ମାତାର ଛାତି ଉପରେ

ଆମେ ଆଧୁନିକ ମଣିଷ ତାଣ୍ଡବ କରିଥାଉ, ଆଧୁନିକତାର ଆଳରେ ।।

ସେଇ ଆଧୁନିକତାର ମିଛ ଛବିରେ ନିଜକୁ ହଜେଇ ଦେଇ

ନାନା ଦି ଅତ୍ୟାଚାର କରିଥାଉ ସେଇ ପୃଥିବୀ ମାତାର ବୁକୁରେ ।।।

ଏବେବି ସମୟ ଅଛି ,

ଆମେ ଆମ ନିଜକୁ ଆଧୁନିଜତାର ଆଳରେ ନ ହଜେଇ

ପୃଥିବୀ ମାତାର ପ୍ରକୁତିକୁ ରକ୍ଷାକରିବାକୁ ଚେଷ୍ଟିତ ହୋଇଲେ

କରନା ଭଳି ଅସୁର ଆମର କିଛି କ୍ଷତି କରିପାରିବନି ।।

ମାତାର ପଣତରେ ସନ୍ତାନକୁ ସୁରକ୍ଷିତ ରଖିବା ଭଳି ପୃଥିବୀ ମାତା ଆମକୁ ସୁରକ୍ଷିତ ରଖିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍