STORYMIRROR

Mandakini Bhoi

Others

2  

Mandakini Bhoi

Others

ପ୍ରେମ ନା

ପ୍ରେମ ନା

1 min
849


ତୁମ ଆଖିର ପରିଭାଷା

ମୋତେ କୁହେ ତୁମ ପ୍ରେମର ଗଭୀରତା

ଖୁବ ସରଳ ଚପଲାମି ମନ

ମୋ ମନ ର କୋଠରୀର ଶତ ପ୍ରହରିକି

ଭାଙ୍ଗି ଛୁଇଁ ଯାଏ

ଶତ ସ୍ପୁରିତ ପୁଲକ ଖେଳି ଯାଏ

ତନ୍ତ୍ର ତନ୍ତ୍ରରେ

ଏ କଣ ପ୍ରେମ.....ନା ଆଉ କିଛି

ମନ୍ଦାକିନୀ ଭୋଇ. ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mandakini Bhoi