STORYMIRROR

BIKI SA

Others

3  

BIKI SA

Others

ନୀରବତା

ନୀରବତା

1 min
373

ରାତିର ନୀରବତା 

ମୋ ମନରେ ଅନେକ ପ୍ରଶ୍ନ ଆଣେ 

ମୋ ସନ୍ଧେହୀ ମନରେ 

ଆହୁରି ଅନେକ ସନ୍ଧେହ 

ନେଇ ଆସେ 

ମୋତେ ବିନିଦ୍ର କରେ ।

ସ୍ଵପ୍ନର ସମ୍ଭାର ଆଣି

ମୋତେ ବ୍ୟତିବ୍ୟସ୍ତ କରେ 

ଏମିତି ଏ ରାତି ଆସି 

ମୋତେ ବିନିଦ୍ର କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from BIKI SA

ହିସାବ

ହିସାବ

1 min ପଢ଼ନ୍ତୁ