STORYMIRROR

ଗୋପାଳ ଚନ୍ଦ୍ର ସେଠୀ

Others

3  

ଗୋପାଳ ଚନ୍ଦ୍ର ସେଠୀ

Others

ନବ ସକାଳ

ନବ ସକାଳ

1 min
298

ବିଧାତା ସୃଷ୍ଟିକୁ    ସମ୍ମାନ ଦେଇ ମୁଁ

କରୁଛି ତାଙ୍କୁ ପାର୍ଥନା 

ସ୍ନେହ ମମତାକୁ     ଜୀବିତ ରଖନ୍ତୁ 

ଏତିକି ମୋର କାମନା। 


ସବୁତ ସରିବ      ସମୟ ବିତିବ

ସ୍ନେହ ତ ସରିବ ନାହିଁ 

ସେହି ସ୍ନେହ ଦିନେ   ପାଗଳ କରିବ 

ତୁମକୁ ଦେଖିବା ପାଇଁ। 


ବଞ୍ଚିଥିଲା ପ୍ରେମ     ବଞ୍ଚିଅଛି ଆଜି 

ବଞ୍ଚିଥିବ ଚିରଦିନ 

ଶାନ୍ତି ଓ ମୈତ୍ରୀକୁ     ଅମର ରଖିବା 

ସାକ୍ଷୀରଖି ରାତିଦିନ। 


ଏଇତ ସରିଲା     ରାତିତ ପାହିଲା 

ହୋଇଲା ନବ ସକାଳ 

ନବ ବରଷର    ଶୁଭେଚ୍ଛା ଜଣାଏ 

ଫୁଟାଇ ରତ୍ନ କମଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଗୋପାଳ ଚନ୍ଦ୍ର ସେଠୀ