Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

itikshya mishra

Others

3  

itikshya mishra

Others

ମୋ ଲକ୍ଷ୍ୟ

ମୋ ଲକ୍ଷ୍ୟ

1 min
278


ମୁଁ ଜାଣେ ମୁଁ କ'ଣ,

ମୋର ପ୍ରତ୍ୟାଶା ମୋର ଅଭିଳାଷା

ଉଚିତ୍ ମଣେ ନାହିଁ କରିବାକୁ ବାକ୍ଷା ଏ ଦୁନିଆକୁ

ଦୁନିଆ କହେ ଜୀବନ ତୋ ଲକ୍ଷ୍ୟହୀନ

କିନ୍ତୁ ଅବ୍ୟକ୍ତ ସେ ଲକ୍ଷ୍ୟକୁ କରି ମୁଁ ଆଶ୍ରା

ଚାଲିଛି ଏକା ଏ ଜୀବନ ନଈ ରେ

କରିବାକୁ ପାର୍ ମୋ ନାଆ କୁ।


ଏ ନଈ ଶୁଖିଗଲେ ମରୁଡ଼ି

ବଢିଗଲେ ବନ୍ୟା,

କିନ୍ତୁ ପ୍ରତିଶ୍ରୁତି ଦେଇଛି ନିଜକୁ

କରିବି ପାରି ମୋର ଅମୂଲ୍ୟ ନାଆକୁ,

ଲକ୍ଷ୍ୟର ଦୀଗେ ଦିନେ ହୋଇବି ସଫଳ

ବାକ୍ ରହିଯିବ ଦୁନିଆ

ପ୍ରବାଳ କିନ୍ତୁ ଅଚଞ୍ଚଳ।


Rate this content
Log in