STORYMIRROR

Mama Ajita

Others

3  

Mama Ajita

Others

ମୋ ଜୀବନ

ମୋ ଜୀବନ

1 min
335

ଜୀବନର ଶୁନଶାନ ପଥର ମୁଁ ଯାତ୍ରୀ

ଯେଉଁଠି ଖାଲି ବିରହ ବେଦନା ସହ ଅଭୁଲା ସ୍ମୃତି..

କେହି ନୁହେଁ ଏଠି କାହାର ନିଜର

ଯେ ଥିଲା ଅତି ଆପଣାର ,ସେ ବି ହେଲା ପର..

କାହାକୁ ଯାଇ କହିବି ମୁଁ ଏକଥା

ଛାଡି ଚାଲିଗଲେ ସବୁ ମୋତେ କରି ଏକା..

ସ୍ୱାର୍ଥପୂର୍ଣ୍ଣ ଦୁନିଆରେ

କାହାକୁ କରିବି ମୁଁ ନିଜର,

ଚାଲିବାକୁ ହେବ ମୋ ରାସ୍ତା ଏକାଏକା

କେହି ରୁହନ୍ତୁ କି ନା ରୁହନ୍ତୁ ମୋ ସହ ସର୍ବଦା..

ଥାଉ ପଛେ ଯେତେ ବାଧା ବିଘ୍ନ

ହସିହସି ସହିଯିବି ଭାବି ଚୁମ୍ବନ..

ବାବା ତୁମେ ସାଥେ ଥିଲେ କିଛି ଲୋଡା ନାହିଁ ଜୀବନେ

ଏତିକି କାମନା ସର୍ବଦା ରହୁ ମୋ ମନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mama Ajita

ମା

ମା

1 min ପଢ଼ନ୍ତୁ