STORYMIRROR

Mama Ajita

Others

3  

Mama Ajita

Others

ମା

ମା

1 min
175

ସ୍ବପ୍ନ ର ଦୁନିଆ ବହୁତ ସୁନ୍ଦର,

ଯେଉଁଥରେ ଅଛି ମା ମୋର ।

କୋଳ ରେ ଶୁଆଇ , ମୁଣ୍ଡ ଆଉଁଶି ଯାଏ ସେ ଚାଲି ,

 ତଥାପି କୁହେ ମୁଁ ନିଜକୁ ଯାଇଛି ତାକୁ ଭୁଲି ।

ମା ମା କହି ଖୋଜେ ବହୁତ ,

ହେଲେ ସେ ତା ସ୍ବପ୍ନ ର ଏକ ଝଲକ ।

ସ୍ନେହ ଭଲପାଇବା ଏସବୁ ମନ ଜାଣେନା,

ମମତା ନୁହେ ସେ ମାୟା ବୋଲି ମନ ବୁଝେନା ।

ଭୁଲି ମୁଁ ଯାଇଛି ମା ତୋ ଚେହେରା,

ତଥାପି ତୁ ହେଇଥିବୁ ନିଆରା । 


Rate this content
Log in

More oriya poem from Mama Ajita