ମୋ ଆଖିରେ ପ୍ରେମ
ମୋ ଆଖିରେ ପ୍ରେମ
1 min
14.3K
ତୁମେ ମୋ ପ୍ରେମ
ଆଦାମ୍ ଇଭ୍ ଯୁଗର,
ଲୈଲା ମଜନୁର
କୄଷ୍ନ ରାଧାନ୍କର
ଦିନ ରାତି ଓ ମେଘ ଚାତକର,
ତୁମେ କୁହ ମୁଁ ଶୁଣେ
ତୁମେ ବୁଣ ମୋର ଅନ୍କୁରୋଦ୍ଗମ୍ ହୁଏ ।
ତୁମର ସ୍ପର୍ଶରେ
ମୁଁ ଶ୍ରବଣୀ ପାଲ୍ଟି ଯାଏ ।
ଝରିଯାଏ ଓ ଝୁରୁଥାଏ ।
ଭାବନା ତୁମ ଯେବେ ମତେ ଛୁଇଁଯାଏ ।
ମୁଁ ପୂର୍ନଗଭା ପାଲଟେ
ପ୍ରଜାପତିର ଡେଣାପିନ୍ଧେ,
ଫୁଲବଗିଚାରେ ମଧୂଖୋଜେ ।
ଆଜିର ପ୍ରେମଟା
ମୋର ନୀରବ ନିଷ୍ଫଳ
ମୁଜିୟମ୍ ର ପୁରୁଣା ମୂର୍ତିକହେ
ମୁଁ ପ୍ରାଚୀନ ଓ ଚୀର ନବୀନ
ଆଉ ତୁମର ପ୍ରେମହୀନ ପ୍ରେମ ।
~ଶୁଭଶ୍ରୀ
