Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ସିଦ୍ଧାର୍ଥ ସାଗର ବଗର୍ତ୍ତୀ

Others

3  

ସିଦ୍ଧାର୍ଥ ସାଗର ବଗର୍ତ୍ତୀ

Others

ମାତ୍ରୁ ଋଣ

ମାତ୍ରୁ ଋଣ

1 min
11.5K


ମୁଁ ତ ମାଗୋ ଛାର, 

ସ୍ବୟଂ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର

ମାତ୍ରୁ ଋଣ ପାରନ୍ତି ନି କରି ଶୋଧ,

ଜପୂ ଛନ୍ତି ତୋତେ ବାରମ୍ବାର। 

ମୁଁ ତ ମାଗୋ ଛାର...

ମାତ୍ରୁ ଋଣ କେ କରିପାରେ ଶୋଧ ! 

ନାରଦ ଯୋଡନ୍ତି ହସ୍ତ, 

ତିନି ଦେବଙ୍କ ତୁମେ ଇଷ୍ଟ, 

ପୂଜାର୍ଚ୍ଚନା, ଜପ, ତପ, ଉପାସନା କରନ୍ତି, 

ଦେବ, ଯକ୍ଷ, ଗନ୍ଧର୍ବ, କିନ୍ନର,

କରନ୍ତି ସହସ୍ର ଦଣ୍ଡବତ।

ମୁଁ ତ ମାଗୋ ଛାର...

ମାତ୍ରୁ ଋଣ କେ କରିପାରେ ଶୋଧ ! 

ବ୍ରହ୍ମା କରନ୍ତି ଜପ, 

ଶୁଦ୍ଧ ଶାଶ୍ବତ ପ୍ରକୃତି ସ୍ବରୁପ, 

ମୁଁ ତ ମାଗୋ ଛାର...

ମାତ୍ରୁ ଋଣ କେ କରିପାରେ ଶୋଧ ! 

ବିଷ୍ଣୁ କରନ୍ତି କର୍ମ

ପରମ୍ବା ପରାତ୍ପର ବ୍ରହ୍ମାଣ୍ଡ କରନ୍ତି 

ପୂର୍ଣ୍ଣମଦ ପରିପୂର୍ଣ, 

ମୁଁ ତ ମାଗୋ ଛାର...

ମାତ୍ରୁ ଋଣ କେ କରିପାରେ ଶୋଧ !         

ଶିବ କରନ୍ତି ଧ୍ୟାନ,       

ମୋହଗ୍ରସ୍ତ କାଳ ମହାକାଳ 

ହଳାହଳ୍ ର୍ମ୍ଭରେ କରନ୍ତି ସଂହାର,    

ମୁଁ ତ ମାଗୋ ଛାର...

ମାତ୍ରୁ ଋଣ କେ କରିପାରେ ଶୋଧ !  

    


Rate this content
Log in

More oriya poem from ସିଦ୍ଧାର୍ଥ ସାଗର ବଗର୍ତ୍ତୀ