STORYMIRROR

Srabani Pattanayak

Others

3  

Srabani Pattanayak

Others

ମାଆ

ମାଆ

1 min
240

ସରଗ ଠୁ ବିଶାଳ ତାର ଯେ ହୃଦୟ

ସାଗର ଠୁ ବେଶି ଗଭୀର ମୟ।

ତ୍ରୀଦେବଙ୍କ ଠାରୁ ପାଏ ସେ ଉଚ୍ଚ ଆସନ

ଅନ୍ୟର ମଙ୍ଗଳ କାମନା ପାଇଁ ବଳୁଥାଏ ମନ।

ସମସ୍ତଙ୍କ ପ୍ରତି ଥାଏ ତାର ଆଦର ସ୍ନେହ

କୌଣସି ଯନ୍ତ୍ରଣା ମଳିନ କରିପାରେନି ତା ମୁହଁ।

ନିଜ ସନ୍ତାନ ପାଇଁ କରେ ସେ ବହୁ ତ୍ୟାଗ

ସଭିଙ୍କ ରକ୍ଷା ପାଇଁ ସଦା ଥାଏ ସେ ସଜାଗ।

ଶିଶୁର ଜୀବନ ରକ୍ଷା ପାଇଁ ଦିଏ ସେ ଅମୃତ

ତେଣୁ ତାର ଋଣୀ ଥାଏ ସଂପୂର୍ଣ୍ଣ ଜଗତ।

କେତେ ଯେ ମହାନ୍ ରୁପ ସେ ମାଆ ର 

ତା ଗର୍ଭେ ଜନ୍ମି ଇଶ୍ବର ନିଅନ୍ତି ଅବତାର।

ମାଆ ଶବ୍ଦ ଅଟେ କେତେ ଯେ ମଧୁର

ତେଣୁ ତାକୁ ବିଶ୍ବ ବୋଲେ ଚଳନ୍ତି ଇଶ୍ବର।

ତା ଗୁଣକୁ କେ ବଖାଣି ପାରିବ ସଂସାରେ

ସଦା ଆର୍ଶୀବାଦ ତାର ଥାଉ ମୋ ମଥାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Srabani Pattanayak

ମାଆ

ମାଆ

1 min ପଢ଼ନ୍ତୁ