ମାଆ
ମାଆ
1 min
166
କି ସୁନ୍ଦରତର କୋମଳ କଣ୍ଠଟି
ଦିଏ ସଫଳତା ଆଶା
ଇତି ମଧ୍ୟେ କରେ ଅତିର ଚିନ୍ତନ
ନଥାଏ ତା ଠାରେ ଇର୍ଷା ।
କି ସୁନ୍ଦରତର ମୁଖ ମଣ୍ଡଳ ଟି
ମାେ ପାଇଁ ସେ ଗୋଟେ ଦେବି
ଜଗତ ରେ ଯେତେ ଅଛନ୍ତି ଯେ ପରି
ତା ସରି ହେବେନି କେଭି ।
ହୃଦୟ ଟି ତାର ଦୟା ର ସାଗର
ମନ ତା ସ୍ନେହ ର ମତି
ରାଗରେ ଯେ ଥାଏ ବାତ୍ସଲ୍ୟ ପ୍ରୀତି
ମାଆ ପାଖେ ଥାଏ ଶାନ୍ତି ।
