STORYMIRROR

Anusha Sathia

Others

3  

Anusha Sathia

Others

ମା

ମା

1 min
209

ଆସିଲି ଯେବେ ଏ ପୃଥିବୀକୁ ମୁଁ ଜାଣିଲି ପ୍ରଥମେ ନା,

ଅତି ସ୍ନେହମୟୀ ଅତି ପ୍ରେମମୟୀ ସେହିତ ମୋର ମା ।

ନିଜ ପାଇଁ ନାହିଁ ତାର କିଛି ଚିନ୍ତା,

କିନ୍ତୁ ମୋ ପାଇଁ ତା ମନେ ସଦା

ତାର ସ୍ଵୋପ୍ନ ମୋ ପାଇଁ କେତେରେ,

ଏଇ ଦୁନିୟାରେ ଭୂଲି ନାହିଁ କେହିରେ 

ଅବାଟରେ ଯେବେ ଗଲି କଲା କେତେ ଯେ ଆକଟ

ସେବେ ମୁଁ ଦେଖିଚି ତା ରୂପକୁ ବିକଟ ।

ମତେ ମାରି ସେ ଯେ କେତେ ଯେ କାନ୍ଦିଛି,

ପୁଣି ଆସି ସେ ଯେ ମତେ କୋଳେଇଛି

ଯେବେ ପଡୁଥିଲେ ରୋଗରେ ସେଜରେ,

ଅନିଦ୍ରା ହେଇ ମୋ ପାଖରେ ବସେରେ

ଦୁନିୟାରେ ନାହିଁ କେ ମା ଠାରୁ ସାହସୀ,

ମୋ ମା ମୋ ପାଇଁ ମୋ ଦୁନିୟା

ନିଶ୍ଚେ ଯେ ରଖିବି ତାହାର ନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anusha Sathia

ମା

ମା

1 min ପଢ଼ନ୍ତୁ