STORYMIRROR

Bipra Charan Patra

Others

3  

Bipra Charan Patra

Others

ମା

ମା

1 min
14K


*** ମା ***

ତୁମେ ଆସିଛ ବୋଲି

ସୁନୀଳ ଆକାଶ

ଶୁଭ୍ର କାଶତଣ୍ଡୀ

ସବୁଜ ଧରଣୀ

ଶରତର ଦିବ୍ୟ ସମ୍ମୋହନ ।


ଶିଶିର ର ପ୍ରତିଟି ବିନ୍ଦୁରେ

ତୁମ ଅପରୂପ

ସ୍ତୁତିର ପ୍ରତିଟି ଆବାହନୀ

ଯା ଦେବୀ ସର୍ବ ଭୁତେଷୁ--

ତୁମେ ଶକ୍ତି ,ବିଶ୍ବରୂପା

ମଙ୍ଗଳମୟୀ ଦଶଭୁଜା ।


ପ୍ରତିଟି ଚେତନାରେ

ଆସ ମା ଦୂର୍ଗା

ବିନାଶ କର

ଅହ*କାର ର ମହୀଷା ମାନଙ୍କୁ

ଭରିଦିଅ ଶାନ୍ତି

ହସୁ ଏ ସୁନ୍ଦର ପୃଥିବୀ ।


સામગ્રીને રેટ આપો
લોગિન

More oriya poem from Bipra Charan Patra

ମା

ମା

1 min વાંચો