STORYMIRROR

Jyotsna Prusty

Others

3  

Jyotsna Prusty

Others

କୁଙ୍କୁମ ଶୃଙ୍ଗାର-ପ୍ରକୃତି

କୁଙ୍କୁମ ଶୃଙ୍ଗାର-ପ୍ରକୃତି

1 min
26.6K


କଇଁ କଇଁ କାନ୍ଦେ କଇଁ ନୀଳ ରଙ୍ଗଆକାଶେ।
ଜଳ ଜଳ ନୟନ ଛଳଛଳ ଅଶ୍ରୁ ପ୍ରକାଶେ।।

ଉଦ୍ଭିଦ ପ୍ରମାଦ୍ ଭରଣ ରହି ଘୋର ଅଭାବ
ଭୂଇଁ ଉପରେ ନିର୍ଭର ହୋଇ ପ୍ରୀତି ଲଗ୍ନେ ଭାଵ।।

ପ୍ରତି ପୁଷ୍ପେ ପ୍ରଫୁଲ୍ୱ ପ୍ରୀତି ପ୍ରିୟ ମୃଗନୟନୀ।
ମନ୍ତ୍ର ମୁଗ୍ଧ ମୄଣ୍ନ୍ମୟି ଛଵି ମନୁ ବିସ୍ମୃତି ନୁହଇ ଯେ
କବି ।

ପ୍ରିୟା ପ୍ରୀତି ପ୍ରତି ଗତି କରୁଛି ଇତି ରୀତି ମତି ।।
କୃତ୍ରିମ ବନ୍ୟା ପ୍ରଭାବିତ ପ୍ରାଚୀ ସତୀ ରାତି ।।

ଗହନ ବନେ ଜ୍ୟୋତ୍ସ୍ନା ଅନ୍ତର ଦ୍ଵନ୍ଦ ଦ୍ୱାହି ଛାନ୍ଦେ।
ବିସ୍ମୟ ରଶ୍ମି ଉପଲଗ୍ନେ ମନେ ମନ୍ଦ ମନ୍ଦାକିନୀ ବନ୍ଦେ।।

ମାୟାବିନି ମନ ଭାବନା ବଞ୍ଚି ବଞ୍ଚାଇ ଜୀବନ।
ଆଙ୍କି ଦେଲା ତହିଁ ଯଉବନ ଘନ ଉପବନ ।।

ମୃଣ୍ମୟୀ ମୟୁର ମନ୍ଦ ମଂଦେ ଛାନ୍ଦେ ଛନ୍ଦ।
ମୟୁରୀ ବିହୂ ବିରହ ବିସ୍ମୟ ନିଶ୍ଚୟ ଚିରନ୍ତନ।

ଗଗନେ ଇନ୍ଦ୍ରଧନୁ ରଙ୍ଗ ଦିଶେ ଅସାଧାରଣ।
ଶବ୍ଦ ପ୍ରୟୋଗ କରନ୍ତି କବି କାବ୍ୟ ଆଲୋଡନ ।

କରନ୍ତି ବୋଲି କବିତା ରଚନା ସୃଷ୍ଟି ଲେଖନୀ।
ଅଳ୍ପ ଅଳ୍ପ ବୟସର ତଂଦ୍ରା ସିକ୍ତ ସ୍ମୃତି ରହି ପ୍ଲବନି।।
💐
ପ୍ରାଣ ପ୍ରିୟ ଶଶୀ ସଦା ସର୍ବଦା ବୃଷ୍ଟି ଜ୍ୟୋତ୍ସ୍ନାସ୍ନିଗ୍ଧ ରଶ୍ମି।।
ପଥ ଅତିକ୍ରମ କରି ନିଜ ନିଜ ସୁବିଧା ସୃଷ୍ଟି ସ୍ପର୍ଶୀ।।
ପଥିକ ପରଶ ଲଭେ ବୃକ୍ଷ ତରୁ ତମାଳ ସ୍ୱହର୍ଶୀ।।

ହୃଦୟ ଜିଣିବା ନିମନ୍ତେ ବିଭିନ୍ନ ପ୍ରକାର ପ୍ରୟାସ।
ସତେ ଯେମନ୍ତେ କହିଛନ୍ତି ଭିନ୍ନ ଭିନ୍ନର ଆକାଶେ।।

କ୍ଵଚିତ ଭ୍ରମ ସୃଷ୍ଟି ହୋଇଛି ଯେ କୌଣସି ପ୍ରକାର।।
ଲଭିବା ସୁନିଶ୍ଚିତ ଗଣ୍ଡେ ଖାଇ ଦଣ୍ଡେ ଜନ ଆଶା ଆଧାର।।
ସୁଧ ମଧୁର ସମ୍ବନ୍ଧ ଯେ କୌଣସି ପ୍ରକାର ପ୍ରସ୍ତୁତି ଚୂଡାନ୍ତ।।
ଗଜଗାମିନୀ ଚଞ୍ଚଳ ବଦନେ ଛନ୍ଦେ ଛନ୍ଦ କାନ୍ତା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍