କୁହ ପ୍ରଭୁ ତୁମ୍ଭେ କାହିଁକି ଅଧୁରା
କୁହ ପ୍ରଭୁ ତୁମ୍ଭେ କାହିଁକି ଅଧୁରା
1 min
195
ଏ ସୁନ୍ଦର ଜହ୍ନ ଅବା ଯେତେ ତାରା
ତୁମ ସର୍ଜନାରେ କେଡେ ମନୋହରା ।
ଶୂନ୍ୟ ମହାଶୂୂନ୍ୟେ ଯେତେ ଗତିଧାରା
ତୁମ ଇଙ୍ଗିତରେ ଆତଯାତ ସାାରା ।
ଯୁଗ ପରେ ଯୁଗ ଅବତରି ଧରା
ଧର୍ମରକ୍ଷା କରି ଉଦ୍ଧାରିିଛ ଭାରା ।
କଳିିରେ ସାଜିିଛ ଦାରୁବ୍ରହ୍ମ ପରା
ବ୍ରହ୍ମ୍ମାଣ୍ଡ ରଚିିିଲ ନିଜକୁ ଅଧୁରା ।
ପୂର୍ଣ୍ଣ ଶରୀର କି କାମନା ପସରା
ସେଥିପାଇଁ ପ୍ରଭୁ ହେଲକି ଅଧୁୁରା ? ।
ଜୟ ଜଗନ୍ନାଥ
