STORYMIRROR

Ramakanta Bhuyan

Others

5.0  

Ramakanta Bhuyan

Others

ଖୋଜେ ତୁମ ରୂପ

ଖୋଜେ ତୁମ ରୂପ

1 min
853


ସ୍ବକ୍ଷ୍ମ ରୂପୀ ଅବା ସ୍ଥୂଳ ରୂପେ ଭ୍ରମେ

ଅଜ୍ଞାନ ଚେତନେ ଜ୍ୟୋତିଧାରା ତୁମେ।

ଘଟଧାରେ ରହି ଏହି ଧରା ଭୂମେ

ଜାଗ୍ରତ ଚେତନ ଖୋଜେ ତାର କର୍ମେ ।

ସର୍ବତ୍ର ଘଟରେ ବିଦ୍ୟମାନ ଧାମେ

ସଚରାଚରର ବିଶ୍ବ କେନ୍ଦ୍ର ତୁମେ ।

ତୁମ ଦିବ୍ୟ ରୂପ ଅବତାରୀ ମର୍ମେ

ନାନା ରୂପ ଧରି ଉଦ୍ଧାରିଲ ଧର୍ମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍