Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshirasagar Sahu

Children Stories Classics Inspirational

4.0  

Kshirasagar Sahu

Children Stories Classics Inspirational

କିଏ ସେ ବୁଝିବ ନାରୀ

କିଏ ସେ ବୁଝିବ ନାରୀ

1 min
239


କିଏ ବୁଝିବ ଝିଅର ମନର କଥା

ନାଇ ପାରେ ସେଇ କହି

ଗୁମୁରି ଗୁମୁରି କାନ୍ଦୁଥିଲେ ବି

ଚୁପ ଚାପ ଥିସି ରହି ।

କେତେଯେ ସପନ ଦେଖୁଥିସୀ ସେଯେ

ନାଇଁ ହୁଏ ସେଯେ ପୁରା

ବୟସ ବଢିଲେ ମୋର ମାଆ ବାପା

କରିଦେବେ ଯେ ଦୁରୀଆ ।

ମନ ଆଉ ପରାଣ ଚାଲିଗଲେବି

ନାଇଁ ବୁଝି ପାରନ୍ ମୋତେ

ପଇସା ଵାଲା ବୋଲି ଧାରାଇ ଦେବେ 

ବୁଢା ଘଏତା ର ହାତେ ।

ଟୁକେଲ ଜିବନଟା କେଡେ ହିନମାନ

କିଏ ବୁଝିବ ଗୁଲଗୁଲା

କହି ନାଇହେଲ ସହି ନେଇ ହେଲା 

ସାସ ଘରେ ଜୀବନ ଗଲା ।

କାଏ କର୍ମି ମୋର କରମଟା ଫଟା

ମଣିଷର ଦେହରେ ପିସାଚର ଘର

ଟଙ୍କା ସୁନା ରୁପା ଲୋଭେ ପଡ଼ି ଜିବନ

ସାଥୀକେ କଲା ଅନ୍ତର ।


Rate this content
Log in