Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyambada Mohanty

Others

4  

Priyambada Mohanty

Others

କାଶତଣ୍ଡୀ

କାଶତଣ୍ଡୀ

1 min
225


କାଶତଣ୍ଡୀ ର ସଜବାଜ 

ବାରତା ଦିଏ ଶରଦ ଆଗମନର 

ତମାମ ବର୍ଷର 

କ୍ଲାନ୍ତ ଦେହ ଅବଶ ମନରେ 

ସତେ ଜାଗେ ନବ ଜାଗରଣ, 

ସଦ୍ୟ ସ୍ନାନ ସାରିଛି ବସୁଧା 

ବର୍ଷା ଯାଇଛି ଛାଡି 

ଆକାଶେ ଶୁଭ୍ର ବାଦଲ ଖଣ୍ଡ 

କହୁଛି ରହି ରହି , 

ଅବତାରୀ ଆସିବେ 'ମା ' 

ପାର୍ବଣ ର ସମାଚାର 

ନାତିଶୀତୋଷ୍ଣ ବେଳାରେ 

ଲାଗେ ସବୁ ସ୍ନିଗ୍ଧ ସୁଶୀତଳ l


Rate this content
Log in