STORYMIRROR

Smruti Ranjan Panigrahi

Others

1  

Smruti Ranjan Panigrahi

Others

ଈଶ୍ୱର

ଈଶ୍ୱର

1 min
2.7K


ଠିକଣା ହଜିଲା ପକ୍ଷୀ ବାଟ ଗଲା ଭୁଲି

ବିସ୍ମୃତିର ଅବଶୋଷ ମୁଠା ମୁଠା ବାଲି;


ଠିକଣା ପାଇଲା ପକ୍ଷୀ ଉଡିଗଲା ଦୂର

ଠିକଣ ଖୋଜିବା ଲୋକ?

ହୁଏତ ଈଶ୍ୱର...


smruti ranjan panigrahi


Rate this content
Log in