STORYMIRROR

Sp Smruti Ranjan Pati

Others

2  

Sp Smruti Ranjan Pati

Others

ହୃଦୟ ର ଏଇ ଶୂନ୍ୟତାକୁ

ହୃଦୟ ର ଏଇ ଶୂନ୍ୟତାକୁ

1 min
179

ଶେଖର ଘୋଷ୍ ଙ୍କ କଣ୍ଠ ରେ 

"ହୃଦୟ ର ଏଇ ଶୂନ୍ୟ ତାକୁ

ଆଜି ପଚାରି ମୁଁ ଯେବେ ଶୁଣେ

ପ୍ରତାରଣା କେଏ କାହା କୁ ଦେଇଛି

ପ୍ରତିଧ୍ଵନି କହେ ତୁମେ ତୁମେ ତୁମେ"

ହିଁ ,

ତୁମେ ଆଜି ବି ସେ ପୂର୍ଣ୍ଣିମା ଜହ୍ନ ର ଆଲୋକ ରେ ଦେଖା ଦିଅ

ତୁମ ଅନୁପସ୍ଥିତି ରେ ମଧ୍ୟ ତମ ସ୍ମୃତି ର ସାହାରା ରେ ନିଜ ଓଠ ରେ ହସ ଭରିଦିଏ

ହଁ,

ହୃଦୟ ଜାଣିଛି କି ତମେ ଆଉ ଫେରିବନି

କିନ୍ତୁ କାହିଁ କେଜାଣି ଏ ଅମାନିଆ ମନ କାଇଁ ବୁଝୁନୁ

ଆଜି ବି ସେ ଭାବେ କଣ୍ ସେ ସମୟ ଆଉ ଫେରିବନି

ତୁମେ କଣ ସତ ଆଉ ଆସିବନି।।।



Rate this content
Log in