STORYMIRROR

Sp Smruti Ranjan Pati

Others

2  

Sp Smruti Ranjan Pati

Others

ଦୁଇ କୁଳକୁ ହିତା

ଦୁଇ କୁଳକୁ ହିତା

1 min
151


ଦୁଇ କୁଳକୁ ହିତା ବୋଲି ନା ତା ଦୁହିତା 

କିନ୍ତୁ ସେ ଚାଲି ପାରୁନି ଆଜି ସମାଜ ରେ କାରଣ ତାକୁ ଡର ସେ ରକ୍ତ ର ଛିଟା।

ଚାଲି ପାରୁନି ସେ ମନ ଖୋଲି ରାସ୍ତା ରେ 

ବଳାତ୍କାର ର ଭୟ ତା ଛାତି ଭିତରେ 

ଆରେ ଅଲାଜୁକ ସମାଜ ଯାହା ଠାରୁ ତୁଇ ଜନ୍ମ ନେଇ କରୁଚୁ ତାର ତିରସ୍କାର ତୁହି

ଭୁଲି ଯାଉଛୁ ତୁହି 

ସେଇ ଦୁହିତା 

କେବେ ଦୁର୍ଗା,

ତ କେବେ ଅଗ୍ନି ରୁପି କାଳୀ 

ବି ହୋଇ ପରାଇ।



Rate this content
Log in