STORYMIRROR

SUNAYANA OJHA

Others

3  

SUNAYANA OJHA

Others

ହୋଲି ଆଗମନେ

ହୋଲି ଆଗମନେ

1 min
252

ପ୍ରେମମୟ ଏଇ ହୋଲି ଆଗମନେ 

ଉତ୍ତରା ପବନ କହୁଅଛି କାନେ 

ଅଷ୍ଟମ ରଙ୍ଗକୁ ଲଗାଇ ସେ  ମନେ 

ରୋଷ ରେ ବସିଛି କୁଞ୍ଜକାନନେ 

ଅଳସୀ ଯମୁନା କହୁଅଛି କାନେ 

ରାଧା କୃଷ୍ଣ ପ୍ରେମ ଶୁଭୁଚି କାନନେ 

ମନ୍ଦ ମଳୟ ବି କହୁଅଛି ବନେ 

ରାଧା ସାଙ୍ଗେ କାହ୍ନୁ ଗୋପନେ ଗୋପନେ 

ପହିଲି ରଙ୍ଗକୁ ଲଗାଉଛି ମନେ 

ଅଷ୍ଟମ ରଙ୍ଗକୁ ଲଗାଇ ମନେ 

ବସନ୍ତେ କୋଇଲି ଗାଉଛି ବନେ 

ସୁମଧୁର ସେଇ ପ୍ରୀତିର ତାନେ 

ଝୁମି ଝୁମି ବୁଲେ ବନେ ଉପବନେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍