STORYMIRROR

GEETARANI BISOYI

Others

5.0  

GEETARANI BISOYI

Others

ଗୁରଦେବ

ଗୁରଦେବ

1 min
420


ଗୁରୁ ଅଟନ୍ତି ପିତାମାତା ସମାନ

ତାଙ୍କରି ପାଦତଳେ ମୋର ପ୍ରଣାମ

ଏହା ହିଁ ଅଟେ ଆମ ଛାତ୍ର ଜୀବନ

ରଖିବୁ ଆମେ ଗୁରୁଙ୍କ ସମ୍ମାନ

ଗୁରୁଦିବସ ରେ ଗୁରୁଙ୍କୁ ପୁଜିବା

ଗୁରୁଙ୍କ ପାଇଁ ଆମେ ଜୀବନ ଦେବା

ଗୁରୁଙ୍କର ସଭିଏଁ ନୟନ ତାରା

ଗୁରୁ ହିଁ ଆମର ସୁଖର ପସରା

ସେ ଅଟନ୍ତି ଆମର ଦେବତା ତୁଲ୍ୟ


ସୁଝି ପାରିବନି ତାଙ୍କର ମୂଲ୍ୟ

ଗୁରୁଙ୍କ ଆସନ ସର୍ବଶ୍ରେଷ୍ଠ ସ୍ଥାନ

ପାଦତଳେ ସଦା ରହୁ ମୋ ମନ

ଗୁରୁ ଅଟନ୍ତି ଶିଷ୍ୟ ର ଜ୍ଞାନ ଦାତା

ତାଙ୍କୁ ମାନିବା ଆମେ ସର୍ବଦା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from GEETARANI BISOYI